ସର୍ବସାଧାରଣରେ ପ୍ରଥମ ଥର ଲାଗି ଫେସ୍ ମାସ୍କ୍ ପିନ୍ଧିଲେ ଡୋନାଲ୍‌ଡ୍ ଟ୍ରମ୍ପ୍

ୱାସିଂଟନ୍: ଶନିବାର ଦିନ ଏକ ସାମରିକ ହସ୍‌ପିଟାଲ୍‌ ପରିଦର୍ଶନ ସମୟରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ ଫେସ୍‌ ମାସ୍କ୍‌ ପିନ୍ଧିଥିଲେ। ସର୍ବସାଧାରଣ ସ୍ଥାନରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଫେସ୍ ମାସ୍କ୍ ପିନ୍ଧିବାର ଏହା ହେଉଛି ପ୍ରଥମ ଘଟଣା। ଅଭିନବ କରୋନାଭାଇରସ୍‌ର ବିସ୍ତାର କିଂବା ଆକ୍ରାନ୍ତ ନ ହେବାକୁ ସତର୍କତାମୂଳକ ପଦକ୍ଷେପ ଭାବେ ସ୍ବାସ୍ଥ୍ୟ ଅଧିକାରୀମାନେ ତାଙ୍କୁ ଏହି ମାସ୍କ୍‌ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ଶସସ୍ତ୍ରବାହିନୀର ଆହତ ସୈନିକମାନଙ୍କୁ ଏବଂ କୋଭିଡ୍-୧୯ ରୋଗୀଙ୍କୁ ସ୍ବାସ୍ଥ୍ୟ … Continue reading ସର୍ବସାଧାରଣରେ ପ୍ରଥମ ଥର ଲାଗି ଫେସ୍ ମାସ୍କ୍ ପିନ୍ଧିଲେ ଡୋନାଲ୍‌ଡ୍ ଟ୍ରମ୍ପ୍